ବଲାଙ୍ଗିର– ଖପ୍ରାଖୋଲ ଥାନା ଅଞ୍ଚଳ ବଲାଙ୍ଗିର- ବରଗଡ଼ ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ- ମାଓବାଦୀ ଗୁଳି ବିନିମୟ ହୋଇଥିବା ବେଳେ ପାହାଡ ଭିତରେ ମାଓବାଦୀ ଲୁଚି ରହିଥିବା ସନ୍ଦେହର ପୋଲିସ ଗୁଳିବିନିମୟ ଜାରି ରହିଛି । ଜଙ୍ଗଲ ଭିତରେ ପୋଲିସର କୁମ୍ବିଂ ଜାରି ରହିଥିବା ଜଣାପଡିଛି ।