ଗଂଜାମ, ଯୌତୁକ ନିର୍ଯାତନା ସହ ପତ୍ନୀ, ଶଳା, ଶାଶୁ ଓ ଶ୍ୱଶୁରଙ୍କୁ ଦୁଇ ଦିନ ପୂର୍ବେ ରକ୍ତାକ୍ତ ଆକ୍ରମଣ କରିଥିବା ଘଟଣାରେ ଅଭିଯୁକ୍ତ ଶିବଶଙ୍କର ସାହୁଙ୍କୁ ହିଞ୍ଜଳିକାଟୁ ପୁଲିସ୍ ସୋରଡା ନେତାଜୀ ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଛି ।