
ଜଗନ୍ନାଥ ପ୍ରସାଦ ବିଜୁବିକାଶ କେନ୍ଦ୍ର ଠାରେ ଜଗନ୍ନାଥ ପ୍ରସାଦ ସରପଞ୍ଚ ଶ୍ରୀ ଯୁକ୍ତ ଦେବୀପ୍ରସାଦ ମହାପାତ୍ର ଆଜି ଶୁଭ ଦେଇ ରିବନ କାଟି ଥିଲେ ଏବଂ ଏଠାରେ ବିଜୁଜନତା ଦଳ ର କର୍ମୀ ଙ୍କ ସହ ବରିଷ୍ଠ ବିଜୁ ପ୍ରେମୀ କୃଷ୍ଣଚରଣ ପାତ୍ର, ସାମ୍ବାଦିକ ସଙ୍ଘ ର ଉପଦେଷ୍ଟା ପ୍ରଦୀପ୍ତ କିଶୋର ଭୂଆଁ ସରୋଜ ନାୟକ, ଶୁଭୁର ସାହୁ, ଯୁଦ୍ଧିଷ୍ଟିର ସେଠି ଙ୍କ ସହ ଯୁବବହୀନି ଉପସ୍ଥିତ ଥିଲେ, ରିପୋଟ -ଚିତ୍ତରଞ୍ଜନ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO