
ଭୁବନେଶ୍ୱର– ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣା ନେଇଛି 505 ମୁଣ୍ଡ । ଏନେଇ ଗୃହରେ ଉତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଗୋଟେ ମାସରେ ହିଁ 848 ଦୁର୍ଘଟଣା ହୋଇଛି । ଏଥିରେ 472 ଜଣ ଆହତ ହୋଇଥିଲେ । ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି 89 ଲକ୍ଷ 66 ହଜାର 694 ଟଙ୍କା ।