ଭୁବନେଶ୍ୱର– ବିଦ୍ୟୁତ ଚାଳିତ ଗାଡ଼ି ପାଇଁ ବଢୁଛି ଚାହିଦା । ଗତ ପାଞ୍ଚ ବର୍ଷ ଭିତରେ 8581 ଦୁଇ ଚକିଆ, 965 ତିନି ଚକିଆ, 854 ଚାରି ଚକିଆ, 73 ଟି ବସ ଯାହା ବିଦ୍ୟୁତ ଚାଳିତ, ତାହା ବିକ୍ରି ହୋଇଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଇଭି ଗାଡ଼ି ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କଲେଣି ୨୩୨ କୋଟି ଟଙ୍କା । ଏହି ଅର୍ଥ ସବସିଡ଼ି ଜରିଆରେ ଲୋକଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO