
ଭଞ୍ଜନଗର- ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଭଞ୍ଜନଗର ଓ ଆଖ ପାଖ ଅଞ୍ଚଳରେ ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।ସକାଳୁ ସକାଳୁ ପିଲାମାନେ ନୂତନ ପୋଷାକ ପରିଧାନ କରିବା ସହ ଭୋଗ ସାମଗ୍ରୀ ଧରି ନିଜ ନିଜ ଶିକ୍ଷାନୁଷ୍ଠାନ ରେ ପହଞ୍ଚି ଦେବୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଭଞ୍ଜନଗର ମୁଖ୍ୟ ଡାକଘର, ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ତ୍ରିପାଠୀ ଟ୍ୟୁଟୋରିଆଲ,ୟୁନିକ ଡ୍ୟାନ୍ସ ଏକାଡେମୀ ଓ ବିଭିନ୍ନ ସ୍ଥାନରେ ସରସ୍ୱତୀଙ୍କ ପୂଜା ବେଶ ଧୁମ ଧାମ ସହକାରେ ପାଳନ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO