ଗଞ୍ଜାମ – ଆଜି ସକାଳେ ଖଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ କ୍ଷେତବାଡ଼ ବୁଜିବାବେଳେ କ୍ଷେତ ଦେଇ ଯାଇଥିବା ବିଦ୍ୟୁତ ଲାଇନରେ କଂଚା ବାଉଁଶ ଲାଗି ଜଗନ୍ନାଥ ପରିଡ଼ା(୩୨) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି । ଏ ସଂକ୍ରାନ୍ତରେ ଥାନାରେ କେଶ୍ ନଂ. ୧/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଖଲିକୋଟ ଆଇଆଇସି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024