ନୂଆଦିଲ୍ଲୀ– ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନରେ କାଲି 60 ପ୍ରତିଶତରୁ ଅଧିକ ମତଦାନ ହୋଇଛି । ରାତି ସାଢେ 11ଟାରେ ନିର୍ବାଚନ ଆୟୋଗର ମତଦାନ ଆପରେ ଅଧ୍ୟୟନ କରାଯାଇଥିବା ବେଳେ ଏହା ସାମ୍ନାକୁ ଆସିଛି । ସାଢେ 11ଟା ବେଳେ ମତଦାନ ପ୍ରତିଶତ 60.44 କୁହାଯାଇଛି । ସମସ୍ତ 70ଟି ସିଟ ପାଇଁ ସକାଳ 7ଟା ବେଳେ ସନ୍ଧ୍ୟା 6ଟା ବେଳେ ମତଦାନ ହୋଇଛି । ଏଥର ଦିଲ୍ଲୀରେ ମତଦାତାଙ୍କ ସଂଖ୍ୟା 1.56 କୋଟି ଥିଲା । ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି ଅଧିକାଂଶ ଏକଜିଟ ପୋଲ ଭବିଷ୍ୟବାଣୀ କରିଛନ୍ତି ।
Related Stories
February 5, 2025