ଭୁବନେଶ୍ୱର– ଝାରପଡା ଜେଲରେ ଆୟକର ବିଭାଗ । ଗିରଫ ଠକ ଦମ୍ପତି ହଂସିତା ଓ ଅନିଲଙ୍କୁ ଜେରା କରିବ 5 ଜଣିଆ ଟିମ । 6 ଘଣ୍ଟା ଜେରା ପାଇଁ ଆୟକର ବିଭାଗକୁ ମିଳିଛି ଅନୁମତି । ଠକ ଦମ୍ପତିଙ୍କ ବଡ଼ ବଡ଼ିଆ ଲିଙ୍କ୍ ନେଇ ପଚରାଉଚରା ହେବ । କେଉଁ ସୋର୍ସରୁ ଟଙ୍କା ଆସୁଥିଲା ସେ ନେଇ ହେବ ତଦନ୍ତ ।
Related Stories
February 3, 2025