କୋଲକାତା– ଆର ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସିୟାଲଦହ କୋର୍ଟ ଶନିବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ତାଙ୍କ ଦଣ୍ଡବିଧାନ ଘୋଷଣା ହେବ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀଙ୍କୁ ଅଧିକତମ ସଜା,ଅର୍ଥାତ୍ ମୃତ୍ୟୁଦଣ୍ଡ ବି ଦିଆଯାଇପାରେ ।