ଭୁବନେଶ୍ୱର– ବିଜେପି ରାଜ୍ୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମ ଦଳରେ କେହି ରେସରେ ନଥାନ୍ତି । ସଭାପତି କିଏ ହେବେ ସେ କଥା ସ୍ଥିର ହେଲା ପରେ ଜାଣିବେ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସୁରଖୁରରେ ଚାଲିଛି । 3 ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ହୁଏ । ସାଙ୍ଗଠନିକ ପ୍ରକ୍ରିୟା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଠିକ୍ ସମୟରେ ଜିଲ୍ଲା ସଭାପତି ଚୟନ ହେବେ । ଲଗାତାର ଦୁଇ ଥର ଜଣେ ସଭାପତି ରହିପାରିବେ ବୋଲି ସେ କହିଛନ୍ତି।
Related Stories
January 18, 2025
January 18, 2025