
ଭୁବନେଶ୍ୱର– ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ। କେବଳ ୩ ଆର୍ଟିଷ୍ଟ ନୁହେଁ ବରଂ କୌଣସି ଆର୍ଟିଷ୍ଟ ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ, ଯାତ୍ରା କମିଟି ଏହାକୁ କରାଇ ଦେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସେଣ୍ଟ୍ରାଲ କମିଟି ସମ୍ପାଦକ ପ୍ରମୋଦ କୁମାର ଜେନା। ଲୋକ ପରିବାର ସହ ଦେଖି ପାରିବେ ଯାତ୍ରା ବୋଲି ସେ କହିଛନ୍ତି ।