
ଭୁବନେଶ୍ୱର– ସ୍ଵାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଦାର୍ଶନିକ, ରାଷ୍ଟ୍ରଭକ୍ତ, ଯୁବ ସମାଜର ଆଦର୍ଶ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ ଏବଂ ଜାତୀୟ ଯୁବ ଦିବସ ଅବସରରେ ଦେଶର ସମସ୍ତ ଯୁବଶକ୍ତିଙ୍କୁ ହାର୍ଦ୍ଦିକ ଶୁଭକାମନା।