ଭୁବନେଶ୍ୱର– ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶରେ ‘ଶ୍ବେତ ବିପ୍ଳବ’ ଓ ‘ସବୁଜ ବିପ୍ଳବ’ ତାଙ୍କରି ନେତୃତ୍ଵରେ ହିଁ ଆରମ୍ଭ ହୋଇଥିଲା। ଜଣେ ଜନନାୟକ ଭାବେ ସ୍ଵଦେଶୀ ବିଚାର, ସରଳ ଜୀବନ ଶୈଳୀ ମାଧ୍ୟମରେ ଦେଶରେ ଶାନ୍ତି, ମୈତ୍ରୀ ପ୍ରତିଷ୍ଠା କରିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ।
Related Stories
January 19, 2025
January 19, 2025