ଭୁୁବନେଶ୍ୱର – ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଲିଙ୍କ୍ ଛାତ ଭୁଶୁଡି ପଡିବା ଘଟଣା ଉପରେ ଆଂଚଳିକ ମୁଖ୍ୟ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଏବଂ ଜେନେରାଲ୍ ମ୍ୟାନେଜରଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି । ରିପୋର୍ଟ ହସ୍ତଗତ ହେବା ପରେ ଏୟାରପୋର୍ଟ ଅଥରିଟିର ବିଶେଷଜ୍ଞ ଟିମ୍ ଆସି ତଦନ୍ତ କରିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ବି.ବି ରାଓ ପ୍ରକାଶ କରିଛନ୍ତି ।
Related Stories
December 22, 2024