ଭୁବନେଶ୍ୱର– ନୂଆ ବର୍ଷରେ ନୂଆ ତରିକାରେ ନୂଆ ଭୂମିକାରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡ଼ି। ଏ ଛ ମାସରେ ଓଡିଶା ଲକ୍ଷ୍ମୀ ଛଡା ହେଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମର ଛଡା। ଦରଦାମ୍ ବୃଦ୍ଧି ଘଟିଛି। ରଙ୍ଗ ମରା ସରକାରରେ ରଙ୍ଗ ଦର ବି ବଢିଛି । ମୁନାଫା ନେଇ ନିର୍ବାଚନଲଢ଼ିବା ବିଜେପି ସରକାରର ଉଦ୍ଦେଶ୍ୟ ବୋଲି କହି ବିଜେପିକୁ ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଆଳୁ ଟ୍ରେନ୍ କେଉଁ ଷ୍ଟେସନରେ ଅଟକିଛି। ଡବଲ ଇଞ୍ଜିନ୍ ଡବଲ ନଳୀ ଲଗେଇ ଶୋଷିବ। ଡବଲ ଇଞ୍ଜିନ୍ ଡବଲ ଶୋଷଣ ଡବଲ କଷଣ। ଭାରତ ବର୍ଷରେ ଦୁଇଟି ପରିବାର ଖୁସିରେ। ତାଙ୍କ ଆୟ ବଢିଛି। କାରଣ ନିର୍ବାଚନ ପାଇଁ ପାଣ୍ଠି ମିଳୁଛି ବୋଲି କହିଛନ୍ତି ଅରୁଣ ସାହୁ ।
Related Stories
January 22, 2025