ଭୁବନେଶ୍ୱର– ଓଡ଼ିଶାର ସୁଗନ୍ଧିତ ଚାଉଳ ଯିବ ଦୁବାଇ । ଦୁବାଇର ଦୁଇଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର କନକ ବାଇଓସାଇନ୍ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଦୁବାଇର ଦୁଇଟି କମ୍ପାନୀ ୟୁନିଫି ଟ୍ରେଡିଙ୍ଗ ଏଫଜେଡସି ଏବଂ ଏକ୍ସଜିଆ ସଲ୍ୟୁସନ ଏଲଏଲସି ସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ସୁଲଭ ମୂଲ୍ୟରେ ଦୁବାଇ କିଣିବ ଚାଉଳ ଏବଂ ଚାଷୀଙ୍କୁ ମିଳିବ ଚାଉଳର ଉଚିତ୍ ମୂଲ୍ୟ ।
Related Stories
January 6, 2025