ଭୁବନେଶ୍ୱର– ଆସନ୍ତା 6ରେ ଦରଦାମ୍ ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରସଙ୍ଗ। ବିଜେପି ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିଜ ଦଳକୁ ବଞ୍ଚେଇବାକୁ ଆନ୍ଦୋଳନର ଡ଼ାକରା ଦେଇଛି ବିଜେଡି । ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମନୁଷ୍ୟକୃତ ଭାବେ ଦରଦାମ୍ ବୃଦ୍ଧି କରାଯାଉଛି। ସେଥିପାଇଁ ସରକାର ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ବିଜେଡି ଆନ୍ଦୋଳନ ଲୋକଙ୍କ ପାଇଁ କରୁଛନ୍ତି ନା ନିଜ ଦଳକୁ ବଞ୍ଚାଇବା ପାଇଁ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
Related Stories
January 14, 2025
January 14, 2025