ଭୁବନେଶ୍ୱର– ମଠ ମହନ୍ତ ମାନେ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ତାଙ୍କ ଦାବି ଜଣାଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ସରକାରୀ ଅଧିକାରୀ ଓ ମଠ ମହନ୍ତ ମାନଙ୍କୁ ନେଇ ବୈଠକ ହେବ । ମଠ ମହନ୍ତ ମାନଙ୍କ ଆବଶ୍ୟକତା ବାବଦରେ ଚର୍ଚ୍ଚା ଆଲୋଚନା କରାଯିବ । ମଠ ମହନ୍ତ ମାନଙ୍କ ଦାବି ଗୁଡ଼ିକୁ ମଧ୍ୟ ସରକାର ଗୁରୁତ୍ଵ ଦେଇ ବିଚାର କରିବେ ।
Related Stories
January 14, 2025
January 14, 2025