କନ୍ଧମାଳ– ଫୁଲବାଣୀ ସର୍କିଟ୍ ହାଉସ୍ ପରିସରରେ ଗାଡ଼ି ଜାଳିଦେବା ଓ ଏଥିରେ ବିଧାୟକଙ୍କ କାର୍ କ୍ଷତିଗ୍ରସ୍ତ ହେବା ଘଟଣାରେ କେହି ଦୁର୍ବୃତ ନିଆଁ ଲଗାଇ ଦେଇଥିବା ଫୁଲବାଣୀ ବିଧାୟକ ଉମାକାନ୍ତ ମଲ୍ଲିକ ସନ୍ଦେହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଏସପି ହରିଶ ବିଶି । ଏହି ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଛି ଗୋଟିଏ ସ୍କୁଟି ଏବଂ ଗୋଟିଏ ବାଇକ୍ । ଗତକାଲି ମଧ୍ୟ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
Related Stories
January 22, 2025