ଭୁବନେଶ୍ୱର– ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଯିବେ ଓଡିଶାରୁ 127 ଛାତ୍ରଛାତ୍ରୀ । ସାଧାରଣତନ୍ତ୍ର ଦିବସ ପାଇଁ ସୈନିକ ସ୍କୁଲରେ ଚାଲିଛି ଫୁଲ ଡ୍ରେସ ରିହଲସଲ। ଦିଲ୍ଲୀ ଯିବେ ଏହି କଂଟିନଜେଣ୍ଟ। ୧୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଉଛନ୍ତି। ୬୩୦୦୦ ହଜାର ଛାତ୍ର ଛାତ୍ରୀଙ୍କ ଭିତରୁ ଏହି ୧୨୭ ଜଣ ସିଲେକ୍ଟ ହୋଇଛନ୍ତି।
Related Stories
January 21, 2025