ଭୁବନେଶ୍ୱର– ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ଗୌରବ, ମାନ ମର୍ଯ୍ୟାଦା ବଢୁ ସେଥିରେ ଲାଗିଛନ୍ତି । ଆମ ସମସ୍ତଙ୍କ ଦାୟିତ୍ୱ ଅତିଥି ଦେବୋ ଭବ, ଭୁବନେଶ୍ୱର ସ୍ୱଛତା ଏବଂ ସୁସଜ୍ଜିତ କରିବା ଏବଂ ଦୀପାବଳିର ବାତାବରଣ ତିଆରି କରିବା ପାଇଁ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
Related Stories
December 22, 2024