ନୂଆଦିଲ୍ଲୀ- ଗୃହରେ ଥିବା ବେଳେ ସିଢ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଲାଗିଛି ଆଘାତ । ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେଇଥିବା ବେଳେ ସେ ଆସି ତାଙ୍କ ଉପରେ ପଡିଥିଲେ । ଏହାପରେ ପ୍ରତାପ ଷଡଙ୍ଗୀ ପଡିଯାଇଥିଲେ । ପ୍ରତାପ ଷଡଙ୍ଗୀ ସିଢି ନିକଟରେ ଠିଆ ହୋଇଥିବା କହିଛନ୍ତି ।
Related Stories
December 22, 2024