ଏହାର ଉନତି କରଣ ସକାଶେ 1,60,000 ଟଙ୍କା ଆସିଥିଲେ ସୁଦ୍ଧା ତାହା କାଯ୍ୟକାରି ହୋଇପାରୁନି , ଏକ ବର୍ଷ ବିତିଗଲାଣୀ କଯ୍ୟ କରିବା ନିମନ୍ତେ ଆବେଦନ ଆସିଥିଲେ ସୁଦ୍ଧା ତାହା ସ୍ତଗିତ କାହିଁକି , ଏ ନେହି ପ୍ରଶ୍ନ ଉଙ୍କି ମାରୁଚି ଲୋକଙ୍କ ମଧ୍ୟରେ l ବର୍ଷା ଏବଂ ଖରାରୁ ଆୟତ କରିବାଲାଗି ଉକ୍ତ ଭଙ୍ଗା ଟିଣ ପାତ୍ରାଉପରେ ବିଛାଯାଉଛି ଜରିକଭର ଏବଂ ଏଠାରେ ରୋଗୀ ଚିକିସ୍ଥିତ ହେବା ପାଇଁ ପଛଗୁଚା ଦେଉଛନ୍ତି, ଉକ୍ତ ମେଡିକାଲ ର ଡାକ୍ତର କୋଠରୀକୁ ସଜାଡ଼ିବା ନିମନ୍ତେ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା କାଜ୍ୟ କରିବାରେ ଅବହେଳିତ କରୁଛନ୍ତି ରାଜନେତାମାନେ l ଏହାଉପରେ କୌଣସି ସରକାରୀ ବାବୁ କି ରାଜ ନେତା ମାନଙ୍କ ଦୁଷ୍ଟି ପଡୁନି କାହିଁକି , ରାଜନେତା ମାନଙ୍କ ଦୁଷ୍ଟି ପଢିଥାଏ କେବଳ ମଦ କୋଉଠି ବିକାଯିବ , ଲେଟ୍ରିନ କରାଇବା ପାଇଁ କେମିତି ଲୋକଙ୍କଠୁ 2000.00 ଟଙ୍କା ଅଗ୍ରିମ କରାଇବା ଏହି ସବୁ ଉପରେ ଆକ୍ଷେପ ପଢିଥାଏ କିନ୍ତୁ ଭଗ୍ନ ଅବସ୍ଥାରେ ଥିବା ଆୟୁରବେଦିକ ମେଡିକାଲ ର ଉନତି ସକାଶେ ବର୍ଷ ବର୍ଷ ବିତିଯାଉଛି କିନ୍ତୁ କଜ୍ୟକାରି ହୋଇପାରୁନି , କେବେ ଉର୍ନତି କରଣ ର ବାର୍ତା ଉକ୍ତ ବୁଦ୍ଧିଜୀବୀଙ୍କୁ ଵିଭୂତ କରୁଛି ତାହା ସମୟ କହିବା l

Related Stories
November 23, 2024