ଭୁବନେଶ୍ୱର– ଜାତୀୟ ଶକ୍ତି ସଂରକ୍ଷଣ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଶକ୍ତି ସଂରକ୍ଷଣ ପାଇଁ ସଚେତନତା ବଢାଇବାକୁ ଅବସର ଅଟେ । ଶକ୍ତିକୁ ସଠିକ ଭାବେ ବ୍ୟବହାର କରି, ଆମେ ଆମର ପୃଥିବୀକୁ ସୁରକ୍ଷିତ କରିପାରିବା ଏବଂ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଉତ୍ତମ ଭବିଷ୍ୟତ୍ ନିର୍ମାଣ କରିପାରିବା।
Related Stories
December 26, 2024