ଭୁବନେଶ୍ୱର – କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତା ଶ୍ରୀ ଏସ୍.ଏମ୍. କୃଷ୍ଣାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କର ଶୋକ ବାର୍ତା ରେ ଶ୍ରୀ କୃଷ୍ଣାଙ୍କର ସାଧାରଣ ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । । ଶ୍ରୀ ପ୍ରଧାନ କୃଷ୍ଣାଙ୍କର ପରିବାର ପ୍ରତି ସଂବେଦନା ବ୍ୟକ୍ତ କରିବା ସହ ସେ ଦିବଙ୍ଗତ ଆତ୍ମା ପାଇଁ ପ୍ରାର୍ଥନା କରିଛନ୍ତି ।
Related Stories
December 26, 2024
December 25, 2024
December 25, 2024