ଭୁବନେଶ୍ୱର– ରେଣ୍ଡୋ ମାଝୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା ସଂଗ୍ରାମୀ, ଆଦିବାସୀ ନେତା ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ମାତୃଭୂମି ସୁରକ୍ଷା ପାଇଁ ତାଙ୍କର ସମର୍ପଣ ଏବଂ ବଳିଦାନ ସର୍ବଦା ସ୍ମରଣୀୟ।
Related Stories
January 16, 2025