ନୂଆଦିଲ୍ଲୀ– ଶମ୍ଭୁ ବର୍ଡରରେ ଚାଷୀ ଆନ୍ଦୋଳନ ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ଶମ୍ଭୁ ବର୍ଡର ସମେତ ହାଇୱେକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି । ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପିଟିସନରେ କୁହାଯାଇଛି ଯେ, ଏଭଳି ଭାବେ ହାଇୱେକୁ ଅବରୁଦ୍ଧ କରିବା ଲୋକଙ୍କ ମସଳିକ ଅଧିକାର ବିରୁଦ୍ଧ ଅଟେ ଏବଂ ଜାତୀୟ ରାଜପଥ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ଅପରାଧ ମଧ୍ୟ ଅଟେ ।
Related Stories
December 25, 2024