ଭୁବନେଶ୍ୱର– 16ରୁ ରତ୍ନଭଣ୍ଡାର ମରାମତି କାମ । ଦିନ ଧାର୍ଯ୍ୟ ନେଇ ଏଏସଆଇଅଧୀକ୍ଷକ ସୂଚନା ପ୍ରଦାନ କରିଛନ୍ତି । ଏନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ । । ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ନେବୁ । ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ । କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।
Related Stories
January 21, 2025