ଭୁବନେଶ୍ୱର- ରାଜ୍ୟସଭା ଉପନିର୍ବାଚନ ପାଇଁ 9 ତାରିଖରେ ବିଜେପିର ନାମାଙ୍କନ । ଆସନ୍ତାକାଲି ଦଳ ପକ୍ଷରୁ ପ୍ରାର୍ଥିଙ୍କ ନାଁ ଘୋଷଣା କରାଯାଇପାରେ । ମମତାଙ୍କ ଫର୍ମୁଲାରେ ସୁଜିତଙ୍କ ନାଁରେ ମୋହର ମାରିପାରେ ଦଳ ।
Related Stories
January 21, 2025