ନୂଆଦିଲ୍ଲୀ– ୪୩ତମ ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟ ମେଳା (ଆଇଆଇଟିଏଫ)-୨୦୨୪ରେ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟର ସହଯୋଗରୁ ବଂଚିତ କାରିଗରଙ୍କ ଦ୍ୱାରା ଲଗାଯାଇଥିବା ଷ୍ଟଲ୍ ରେ ଅପ୍ରତ୍ୟାଶିତ ସଂଖ୍ୟାରେ ଆଗନ୍ତୁକ ଆସିଥିଲେ । ଏବଂ ପ୍ରାୟ ୫.୮୫ କୋଟି ଟଙ୍କାର ରେକର୍ଡ଼ ସଂଖ୍ୟକ କାରବାର ହୋଇଛି ।