ଭୁବନେଶ୍ୱର– ବିଏସଏଫ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ କହିଛନ୍ତି ଯେ, ଦେଶର ସୀମାର ପ୍ରହରୀ ସମସ୍ତ ପରାକ୍ରମୀ, କର୍ତ୍ତବ୍ୟନିଷ୍ଠ, ଶୌର୍ଯ୍ୟବାନ ଯବାନ ଓ ସେମାନଙ୍କ ପରିଜନଙ୍କୁ ସୀମା ସୁରକ୍ଷା ବଳର ସ୍ଥାପନା ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଦେଶ ସୁରକ୍ଷାର ପ୍ରଥମ ପଂକ୍ତି ଭାବେ ଆପଣଙ୍କ ଅଦମ୍ୟ ସାହସ, ଅନୁଶାସନ ଓ ଧୈର୍ଯ୍ୟକୁ ପ୍ରଣାମ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO