ଭୁବନେଶ୍ୱର– ନାଗାଲାଣ୍ଡବାସୀଙ୍କୁ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ କହିଛନ୍ତି ଯେ, ନୈସର୍ଗିକ ସୁନ୍ଦରତା ଓ ଜନଜାତିଙ୍କ ବିଶିଷ୍ଟ ସଂସ୍କୃତି ପାଇଁ ପ୍ରସିଦ୍ଧ ନାଗାଲାଣ୍ଡ ରାଜ୍ୟର ସ୍ଥାପନା ଦିବସ ଅବସରରେ ସମସ୍ତ ବାସିନ୍ଦାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ନାଗାଲାଣ୍ଡ ସମୃଦ୍ଧି ଓ ବିକାଶରେ ଉତ୍ତୋରତର ପ୍ରଗତି କରୁଛି । ଏହାହିଁ କାମନା କରୁଛି ।
Related Stories
December 3, 2024