ଭୁବନେଶ୍ୱର– ବିଷାକ୍ତ ଖାଦ୍ୟ ଖାଇ 10 ନର୍ସିଂ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର 10ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଲିଙ୍ଗରାଜ ବିଏମସି ହସ୍ପିଟାଲରେ ସେମାନଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇଥିବା ଅନୁମାନ କରାଯାଉଛି ।
Related Stories
November 28, 2024