ଭୁବନେଶ୍ୱର-ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର ପ୍ରକଳ୍ପ ଏବଂ ବ୍ୟାରେଜ୍ । ପ୍ରକଳ୍ପ ଗୁଡ଼ିକ ଲାଗି ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟ କିଛି ପ୍ରକଳ୍ପ ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଯଥା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ବୈଷୟିକ ଅନୁମୋଦନ ସମ୍ବନ୍ଧୀୟ ତଥ୍ୟ ଆଦାନ ପ୍ରଦାନ ଚାଲୁରହିଅଛି ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀ ମାନଙ୍କୁ ନକ୍ସା ହସ୍ତାନ୍ତର କରାଯାଇସାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
Related Stories
November 28, 2024