ବ୍ରହ୍ମପୁର: ଗଞ୍ଜାମଜିଲା ଜଗନ୍ନାଥ ପ୍ରାସାଦ ବ୍ଲକର ବିଜୁ କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ର ବିଶାଳ କର୍ମୀ ସମିଳନୀ ଓ ସାଧରଣସଭା ଅନୁଷ୍ଠିତ ହୋଇଛି l ଆଜିର ଏହି ଆୟୋଜିତ ସଭାରେ ପ୍ରଥମ ଥର ଲାଗି କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତରାୟ ଯୋଗ ଦେଇଥିଲେ l ଏଥିସହ ସ୍ଥାନୀୟ ମାନ୍ୟବର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଯୋଗଦେଇଥିଲେ l ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଗୀତାଞ୍ଜଳି ବେହେରା ଜିଲାପରିସଦ ବରୁଣ ବେହେରା ବିଜେଡି ସଭାପତି ମୋହନପ୍ରଧାନ 25ଗୋଟି ପଂଚାୟତର ସମସ୍ତ ସରପଂଚମନେ ଯୋଗଦେଇଥିଲେ ଏହି ସଭାରେ ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିଲେ ବାକି ରହିଥିବା ବାକି କାମକୁ ପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କର ସୁବିଧା ଅସୁବିଧା ବିଷୟରେ ଜାଣିବା ପାଇଁ ଏହି ସଭା କରାଯାଇଥିଲା
Related Stories
May 12, 2025
May 12, 2025