
ସାନଖେମୁଣ୍ଡି: ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହନ୍ତ ଶ୍ରୀ ସୋମନାଥ ଦାସ ବାବାଜୀଙ୍କ ପ୍ରତିମୂର୍ତ୍ତିକୁ ତାଙ୍କ ଉତ୍ତରାଧିକାରୀ ମହନ୍ତ ଶ୍ରୀ ବାଳମୁକୁନ୍ଦ ଦାସ ବାବାଜୀ ଚୈତନ୍ୟ ମଠ, ଇ. ପ୍ରଦୀପ କୁମାର ପାତ୍ର, ଅଧକ୍ଷ ଓ ଶ୍ରୀ ଚନ୍ଦ୍ରଧୁଜ ସିଂ ପ୍ରତିଷ୍ଠାତା ସମ୍ପାଦକ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ସମସ୍ତ ପ୍ରତିଷ୍ଠାତା ସଦସ୍ୟଙ୍କ ସମତେ ବହୁ ବୁଦ୍ଧିଜୀବୀ ଓ ଶୁଭେସୁ ଯୋଗଦେଇ ମହାବିଦ୍ୟାଳୟ ପ୍ରତିଷ୍ଠାରେ ବାବାଜୀଙ୍କ ଅବଦାନର ସ୍ମୁତି ଚାରଣ କରିଥିଲେ। ନାମଯଜ୍ଞ, ଘୃତଯଜ୍ଞ ସହ ଅନ୍ନଯଜ୍ଞ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO