
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀନୀରଦ ନାରାୟଣ ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳିଜଣାଇଛନ୍ତି । ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି , ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ଅନ୍ତର୍ଜାତୀୟ ଖ୍ଯାତିସମ୍ପର୍ଣ୍ଣ ନିର୍ଦ୍ଦେଶକ ନୀରଦ ନାରାୟଣ ମହାପାତ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଦ୍ଦେଶିତ ମାୟା ମିରିଗ ବିଶ୍ଵସ୍ତରରେ ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ପରିଚୟ ଦେଇଥିଲା।