
ଭୁବନେଶ୍ୱର– ଭଦ୍ରକରେ ଆଜି ହିନ୍ଦୁ ସ୍ବାଭିମାନ ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରାରେ ସହସ୍ତ୍ରାଧିକ ଲୋକ ସାମିଲ ହୋଇ ଜିଲ୍ଲାରେ ବଙ୍ଗଳାଦେଶୀ, ରୋହିଙ୍ଗିଆ ରୋହିଜ୍ଞା ଅନୁପ୍ରବେଶ, ଅବୈଧ ଚର୍ଚ୍ଚ ନିର୍ମାଣ, ହିନ୍ଦୁ ମନ୍ଦିର ସୁରକ୍ଷା, ଲଭ୍ ଜିହାଦ, ମଠ ଜମି ଉପରୁ ବିଧର୍ମୀମାନଙ୍କ ଦଖଲ ଉଠାଇବା ଏବଂ ପୋଲିସ ପ୍ରଶାସନର ଅପରାଧୀ ପ୍ରିତୀକୁ ବିରୋଧ ସମେତ ୧୧ ଦଫା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।