ଭୁବନେଶ୍ୱର, ବର୍ତ୍ତମାନ ବିଜେଡି ଉପରେ ଲୋକଙ୍କ ଭରସା ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ଗଣ୍ଡ କହିଛନ୍ତି ଯେ, ବିଜେଡି କର୍ମୀ ମାନେ ଭାଙ୍ଗିଗଲେଣି । ବିଜେଡି ସାଂସଦ ଗୋଟିଏ ପରେ ଗୋଟିଏ ଦଳ ଛାଡୁଛନ୍ତି । ତେଣୁ ଭରସା ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ରଖିବା ପାଇଁ ପ୍ରୟାସ ଚାଲିଛି । ଆଗାମୀ ଦିନରେ ବିଜେଡି ରହିବ କି ନାହିଁ ସନ୍ଦେହ ବୋଲି ସେ କହିଛନ୍ତି ।
Related Stories
November 21, 2024
November 21, 2024