ଭୁବନେଶ୍ୱର– ମହାନଦୀ ବିବାଦ ସମାଧାନ ଆଲୋଚନା ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ। କେନ୍ଦ୍ର ସହଯୋଗ ନମିଳିବାରୁ ଓଡିଶା ବଞ୍ଚିତ ହେଲା। ଛତିଶଗଡ଼ ଅନ୍ୟାୟ କଲା। ବିଜେଡ଼ି ଅଧିକାର ପାଇଁ ଲଢ଼ିଥିଲା। ସମୟ କ୍ରମେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଛି। ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ମହାନଦୀ ବିବାଦ ସମାଧାନ ନେଇ ଦୁଇଥର ଆଲୋଚନା କରିଛନ୍ତି, ତାହାଲେ କଣ ଆଲୋଚନା କରିଛନ୍ତି ତାକୁ ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
Related Stories
December 2, 2024