ଗଞାମ– ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ବିଭିନ୍ନ ହଷ୍ଟେଲରେ ଏମବିବିଏସ ଦ୍ୱିତୀୟ ବର୍ଷ ର କେତେକ ଛାତ୍ରଙ୍କୁ ରାଗିଙ୍ଗ କରାଯିବା ସଂପର୍କରେ ଏନଏମସିରେ ଅଭିଭାବକକଂ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରିବାକୁ ଏନଏମସି ପକ୍ଷରୁ କଲେଜ ଡିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଗିଙ୍ଗର ଶୀକାର ହୋଇଥିବା ଛାତ୍ରମାନେ ମୁହଁ ଖୋଲୁ ନାହାନ୍ତି ବୋଲି ଡିନ ସୂଚନା ଦେଇଛନ୍ତି। ତେବେ ଏ ସଂପର୍କରେ ଆଣ୍ଟି ରାଗିଙ୍ଗ ସେଲ ବୈଠକରେ ଆଲୋଚନା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିନ ସୂଚନା ଦେଇଛନ୍ତି ।
Related Stories
November 23, 2024