ଗଞାମ- ଗଞାମ ଜିଲାର ସରକାରୀ ୬୨୫ ସ୍କୁଲର ଛାତ୍ର ଛାତ୍ରୀ ୮୬,୯୫୮ ଜଣଙ୍କୁ ମୁଖ୍ଯମନ୍ତ୍ରୀଙ୍କ ଗଣ ପୋଷାକ ଯୋଗାଇ ଦିଆଯିବ । ଏଥିପାଇଁ ପ୍ରାୟ ଚାରୀକୋଟି ଟଂକା ଖର୍ଚ୍ଚ ହେବ ବୋଲି ଗଂଜାମ ଜିଲାପାଳ ସୂଚନା ଦେଇଛନ୍ତି ।
Related Stories
December 2, 2024