ଭୁବନେଶ୍ୱର– ମନ କୀ ବାତର 114ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା କଥା ଉଠାଇଛନ୍ତି । ପିଏମ ମୋଦି ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜରରାମଜୀତଟୁଡୁଙ୍କ ପ୍ରଶଂସା କରିଛନ୍ତି । ପିଏମ କହିଛନ୍ତି ଯେ, ଆମଦେଶରେପ୍ରାୟକୋଡ଼ିଏହଜାରଭାଷାଏବଂଉପଭାଷାରହିଛିଏସବୁକାହାରନାକାହାରମାତୃଭାଷା।ଏପରିକେତେକଭାଷାଅଛି, ଯାହାରବ୍ୟବହାରକାରୀଙ୍କସଂଖ୍ୟାବହୁତକମ୍, କିନ୍ତୁଆପଣଜାଣିଖୁସିହେବେଯେସେହିଭାଷାଗୁଡ଼ିକରସୁରକ୍ଷାପାଇଁବର୍ତ୍ତମାନନିଆରାପ୍ରୟାସକରାଯାଉଛି।ଏପରିଏକଭାଷାହେଉଛିଆମର ‘ସାନ୍ତାଳୀ’ ଭାଷା।ସାନ୍ତାଳୀକୁଡିଜିଟାଲ୍ନବସୃଜନସାହାଯ୍ୟରେନୂଆପରିଚୟଦେବାରଅଭିଯାନଆରମ୍ଭକରାଯାଇଛି।ଆମଦେଶରଅନେକରାଜ୍ୟରେରହୁଥିବାସାନ୍ତାଳଜନଜାତିସମ୍ପ୍ରଦାୟରଲୋକେସାନ୍ତାଳୀଭାଷାକହନ୍ତି।ଭାରତବ୍ୟତୀତବାଂଲାଦେଶ, ନେପାଳଓଭୂଟାନରେମଧ୍ୟସାନ୍ତାଳୀଭାଷାକହୁଥିବାଆଦିବାସୀସମ୍ପ୍ରଦାୟଅଛନ୍ତି।ସାନ୍ତାଳୀଭାଷାରଅନଲାଇନପରିଚୟପ୍ରସ୍ତୁତକରିବାପାଇଁଓଡ଼ିଶାରମୟୂରଭଞ୍ଜରେରହୁଥିବାଶ୍ରୀମାନରାମଜୀତଟୁଡୁଏକଅଭିଯାନଚଳାଇଛନ୍ତି।ରାମଜୀତଜୀଏପରିଏକଡିଜିଟାଲ୍ପ୍ଲାଟଫର୍ମତିଆରିକରିଛନ୍ତି, ଯେଉଁଥିରେସାନ୍ତାଳୀଭାଷାରସାହିତ୍ୟକୁପଢ଼ିହେବଏବଂସାନ୍ତାଳୀଭାଷାରେଲେଖାଯାଇପାରିବ।ପ୍ରକୃତରେକିଛିବର୍ଷତଳେଯେତେବେଳେରାମଜୀତଜୀମୋବାଇଲ୍ଫୋନ୍ବ୍ୟବହାରଆରମ୍ଭକଲେ, ସେଦୁଃଖିତହେଲେଯେଏଥିରେନିଜମାତୃଭାଷାରେସେବାର୍ତ୍ତାପଠାଇପାରୁନାହାନ୍ତି! ଏହାପରେସେ ‘ସାନ୍ତାଳୀଭାଷା’ରଲିପି ‘ଅଲ୍ଚିକି’କୁଟାଇପ୍କରିବାରସମ୍ଭାବନାଗୁଡ଼ିକୁଖୋଜିବାକୁଲାଗିଲେ।ନିଜରକିଛିବନ୍ଧୁଙ୍କସହାୟତାରେସେ ‘ଅଲ୍ଚିକି’ରେଟାଇପ୍କରିବାରପ୍ରଯୁକ୍ତିବିକଶିତକରିପାରିଲେ।ଆଜିତାଙ୍କପ୍ରଚେଷ୍ଟାରେସାନ୍ତାଳୀଭାଷାରେରଚିତଲେଖାଲକ୍ଷଲକ୍ଷଲୋକଙ୍କନିକଟରେପହଞ୍ଚିପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।