ଭୁବନେଶ୍ୱର-ଭୁବନେଶ୍ୱରରେ ପହଁଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ ବ୍ୟକ୍ତିଗତ କାମରେ ଓଡ଼ିଶା ଆସିଥିବା ସୂଚନା ମିଳିଛି । ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିବା ପରେ ସେ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ କାମରେ ଆସି ନାହିଁ। ଆଜି କେବଳ ମୋର ବ୍ୟକ୍ତିଗତ କାମରେ ଓଡିଶା ଆସିଛି। ରାଜ୍ୟପାଳଙ୍କ ସହ ଦେଖା କରିବି । ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାମ ବୋଲି ସେ କହିଛନ୍ତି ।
Related Stories
October 6, 2024
October 6, 2024