ଗଂଜାମ– ଗାଂଗପୁର ଥାନା ଅନ୍ତର୍ଗତ ପୁରୁଣା ବୋରିଗାଁରେ ଗତ ୨୦୧୧ ମସିହା ମାର୍ଚ୍ଚ ୫ ତାରିଖରେ ସଂଗଠିତ ଏକ ହତ୍ଯାକାଣ୍ଡରେ ବୁଲୁ ବିଷୋୟୀକଂ ମୃତ୍ୟୁ ଘଟିଥିଲା । ଆସିକା ଏଡିଜେ ଏହାର ବିଚାରଣା କରି ଓ ୧୩ ଜଣଙ୍କ ସାକ୍ଷ୍ଯ ପ୍ରମାଣ ଆଧାରରେ ଅଭିଯୁକ୍ତ ଖଦାଳ ପ୍ରଧାନ, ବାବୁ ପ୍ରଧାନ ଓ ଟିକି ପ୍ରଧାନକୁ ଆଜୀବନ ଜେଲ ସହ ଦଶ ହଜାର ଲେଖାଏଁ ଟଂକା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଟଂକା ଅନାଦେୟରେ ଅଧିକ ୪ ମାସ ଜେଲଦଣ୍ଡ ଭୋଗୀବାକୁ ରାୟରେ ଉଲ୍ଲେଖ କରିଛନ୍ତି ।
Related Stories
November 24, 2024
November 24, 2024