ଭଞ୍ଜନଗର- ଭଞ୍ଜନଗର ବାଗ୍ ଦେବୀ ରୋଡ଼ ନିକଟରେ ଆଜି ପୋଲିସ ଅନିଲ ସାହୁ ନାମକ ଜଣେ ଯୁବକକୁ ଗିରଫ କରି ତା ନିକଟରୁ ୯୦.୯୬୦ଲିଟର ବିଭିନ୍ନ କମ୍ପାନୀର ବିଦେଶୀ ମଦ ଜବତ କରିଛି। ଚୋରା ମଦ କାରବାର ଅଭିଯୋଗରେ ଅନିଲ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।