ଗଂଜାମ– ଗଂଜାମ ଜିଲାର ଭିଷ୍ମଗିରି ଗ୍ରାମକୁ ଦଶ ଦିନ ହେଲା ପାଇପ ଦ୍ଵାରା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଗ୍ରାମର ଗୁଡିଆ ତୋଟାରେ ଥିବା ପାଣି ଟାକିଂର ମୋଟର ପୋଡି ଯାଇଥିବାରୁ ପାଣି ପାଇପରେ ଯୋଗାଣ ସମ୍ଭବପର ହେଉନି। ଫଳରେ ସ୍ଥାନୀୟ ଲୋକେ କୂଅ ପୋଖରୀର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଣୁ ତୁରନ୍ତ ଏହି ମୋଟର ମରାମତି କରି ପାଇପ ପାଣି ଯୋଗାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
Related Stories
September 19, 2024
September 19, 2024