ଭୁବନେଶ୍ୱର– ଗୋଠପାଟଣରେ ବଡ଼ ଧରଣର ଲୁଟ । 50 ଭରି ସୁନା ଅଳଙ୍କାର ଲୁଟ ଅଭିଯୋଗ ହୋଇଛି । ପୂର୍ବତନ ବୈଜ୍ଞାନିକଙ୍କ ଘରୁ ଚୋରି ହୋଇଛି । ୟୁରୋପ ଯାଇଥିବା ବେଳେ ପୂର୍ବତନ ବୈଜ୍ଞାନିକଙ୍କ ଘରର କବାଟ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ପହଂଚି ଖୋଳତାଡ କରୁଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO