ମାଲକାନଗିରି, ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ଗତକାଲି ରାତ୍ରରେ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି । ଏବେ ବି ୨୦ ଆକ୍ରାନ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରାଯାଉଛି । ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Related Stories
October 3, 2024
October 3, 2024